Thursday , June 8 2023
Breaking News
Home / ବିଶେଷ / ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିଲେ ଉତ୍କଳ ବିକାଶ ପରିଷଦ ସଭାପତି 

ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିଲେ ଉତ୍କଳ ବିକାଶ ପରିଷଦ ସଭାପତି 

କିଶନନଗର , ୧୪  /୧୦/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – କଟକ ସଦର ଅଞ୍ଚଳର ପ୍ରସିଦ୍ଧ ପରାବିଲ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଏବଂ ଅନ୍ୟାନ୍ୟ ପୂଜା ମଣ୍ଡପ ଗୁଡ଼ିକ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ସଭାପତି ସ୍ତମ୍ଭକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀ ବହୁ କାର୍ଯ୍ୟକର୍ତ୍ତାଙ୍କ ସହିତ  ଯାଇ ପରିଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ପ୍ରତେକ ପୂଜା ମଣ୍ଡପରେ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କଟକ ସଦର ଅଞ୍ଚଳର ସେବା,ସଂସ୍କୃତି, ସାହିତ୍ୟ,ଶିକ୍ଷାର ବିକାଶ ଆଦି ସମସ୍ତ ଦିଗ ଉପରେ ଉତ୍ସାର୍ଗିକୃତ ଭାବେ ମନୋନିବେଶ  କରୁଥିବା ଏହି ଯୁବ ପ୍ରିତିଭାଙ୍କ କାର୍ଯ୍ୟ ଧାରାପ୍ରତି  ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published.