Thursday , June 1 2023
Breaking News
Home / ବିଶେଷ / ଗୋଜବାୟାଣୀ ଛକ ଗୁଳିକାଣ୍ଡ ଘଟଣାରେ ପାଞ୍ଚ ଗିରଫ, ବନ୍ଧୁକ .ଗୁଳି, ଦୁଇଟି ବାଇକ ଏବଂ ଡ୍ରାଇଭିଂ ଲାଇସେନ୍ସ ଜବତ

ଗୋଜବାୟାଣୀ ଛକ ଗୁଳିକାଣ୍ଡ ଘଟଣାରେ ପାଞ୍ଚ ଗିରଫ, ବନ୍ଧୁକ .ଗୁଳି, ଦୁଇଟି ବାଇକ ଏବଂ ଡ୍ରାଇଭିଂ ଲାଇସେନ୍ସ ଜବତ

କେନ୍ଦ୍ରାପଡ଼ା ୧୩ /୧୦/୨୦୨୨ (ଓଡ଼ିଶା ସମାଚାର)- ଗୋଜବାୟାଣୀ ଛକ ଗୁଳିକାଣ୍ଡ ଘଟଣାରେ ପାଞ୍ଚଜଣ ଗିରଫ । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହତ ୩ଟି ଜୀବନ୍ତ ଗୁଳି, ଦୁଇଟି ବାଇକ ଏବଂ ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଛି । ଗିରଫ ଅପରାଧୀଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଥିବା ସୂଚନା ।
ସୂଚନା ଯୋଗ୍ୟ କି ଗତ ୧୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ୫୩ ନମ୍ବର ଜାତୀୟ ରାଜପଥ ଗୋଜବାୟାଣୀ ଛକରେ ଗୁଳିକାଣ୍ଡ ଘଟିଥିଲା । ଏହି ଗୁଳିକାଣ୍ଡ ଘଟଣାରେ ସାମିଲ ଥିବା ପାଞ୍ଚ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ହୋଇଛି । ଏନେଇ କେନ୍ଦ୍ରପଡ଼ା ଏସପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published.