ଭୁବନେଶ୍ୱର, ୧୩/୧୦/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ଆଜି ଓଏଏସ ଅଫିସର ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ବିଜ୍ଞପ୍ତି ନଂ ୩୪୭୭୪ /୧୩ ଅକ୍ଟୋବର ୨୦୨୨ ଅନୁସାରେ ନୂତନ ନିଯୁକ୍ତି ରେ ଯୋଗ ଦେବା ପାଇଁ ସମସ୍ତ ଅଧିକାରୀଙ୍କୁ ୧୪ ଅକ୍ଟୋବର ତାରିଖରେ ରିଲିଭ କରିଦିଆଯାଇଛି ।