ଖୋର୍ଦ୍ଧା,୧୩/୧୦/୨୨ (ଓଡ଼ିଶା ସମାଚାର/ଦୀପକ ପ୍ରଧାନ): ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଘମାରି ଗ୍ରାମପଞ୍ଚାୟତର ଅଟ୍ରି ଉଷ୍ଣପ୍ରସ୍ରବଣକୁ ଅଚାନକ ପରିଦର୍ଶନ ସହିତ ଓଡ଼ିଶା ପର୍ଯ୍ୟଟନ ନିଗମ ର ନିର୍ବାହୀ ଯନ୍ତ୍ରୀ,ସହାୟକ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ,ବେଗୁନିଆ ବ୍ଲକ ବିଡ଼ିଓ, ତହସିଲଦାର
ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତି ରେ ଉକ୍ତ ପର୍ଯଟନ ସ୍ଥଳୀ ର ବିକାଶ ପାଇଁ ନକ୍ସା ପ୍ରସ୍ତୁତ କଲେ ମାନ୍ୟବର ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ।