ଭୁବନ ୧୨/୧୦/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ର ଲୋକପ୍ରିୟ ସାଂସଦ ମହେଶ ସାହୁ ଏକ ଦିନିକିଆ ଗସ୍ତରେ ଭୁବନ ଆସି ବିଜେଡି ତରଫରୁ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେବା ପରେ ଦଳୀୟ କର୍ମୀ ଙ୍କ ଗହଣରେ ବିଭିନ୍ନ ଲକ୍ଷ୍ମୀପୂଜା ମଣ୍ଡପ ବୁଲି ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଲୋଡିଥିଲେ ଓ ଭୁବନବାସୀ ଙ୍କ ସୁଖ , ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ । ବିଭିନ୍ନ ପୂଜା କମିଟି ତରଫରୁ ସାଂସଦ ଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।