Wednesday , May 31 2023
Breaking News
Home / ବିଶେଷ / ତଳକୁସୁମା ରେ ଅଗ୍ନୀ କାଣ୍ଡ , ୫ ଛେଳି ଜୀବନ୍ତ ଦଗ୍ଧ

ତଳକୁସୁମା ରେ ଅଗ୍ନୀ କାଣ୍ଡ , ୫ ଛେଳି ଜୀବନ୍ତ ଦଗ୍ଧ

ଗରଦପୁର,୧୨/୧୦/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ଗ୍ରାମର ନିର୍ମଳା ସାମଲଙ୍କ ୨ ବଖରା ଚାଳ ଛପର ଘର ଗତକାଲି ରାତିରେ ଅଗ୍ନୀକାଣ୍ଡ ଯୋଗୁ ପୋଡ଼ି ପାଉଁଶ ହୋଇ ଯାଇଛି । ଘରର ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ଗୋଟିଏ ବଖରା ରେ ଥିବା ଗୃହପାଳିତ ୫ ଟି ଛେଳି ଅଗ୍ନୀ କାଣ୍ଡରେ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଖବର ପାଇ କୋରୁଆ ଅଗ୍ନୀଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ନିର୍ମଳା ସାମଲ ଜଣେ ଗରୀବ ଲୋକ ହୋଇଥିବାରୁ ତାଙ୍କୁ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ସରପଂଚ ପ୍ରଭାତ ନଳିନୀ ଜେନା ଓ ସମିତି ସଭ୍ୟ ପ୍ରଭାସ ସାହୁ ଙ୍କ ସମେତ ଗ୍ରାମବାସୀ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published.