Friday , December 9 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ମେୟର ଓ ବିଧାୟକଙ୍କ ଦ୍ୱାରା ୭ଭେନ୍ ୧୧ଭେନ୍ ଉଦଘାଟିତ

ମେୟର ଓ ବିଧାୟକଙ୍କ ଦ୍ୱାରା ୭ଭେନ୍ ୧୧ଭେନ୍ ଉଦଘାଟିତ

ଭୁବନେଶ୍ୱର, ୧୦/୧୦/୨୦୨୨ (ଓଡ଼ିଶା ସମାଚାର)-ବିଏମସି ୱାର୍ଡ ନଂ ୪ ଅଧିନ ନହରକଂଟା ହରିଦାସପୁରରେ ଏକ ଅତ୍ୟାଧୁନିକ କାଫେ କମ୍ ରେଷ୍ଟୁରାଂଟ୍ ୭ଭେନ୍ ୧୧ଭେନ୍ ଉଦଘାଟିତ ହୋଇଯାଇଛି । ଏହାକୁ ବିଧାୟକ ସୁଶାନ୍ତ ରାଉତ ଓ ବିଏମସି ମେୟର ସୁଲୋଚନା ଦାସ ଉଦଘାଟନ କରିଥିଲେ । ଆଖ ପାଖ ଜନବସିତିକୁ ଆଖିଆଗରେ ରଖି ସ୍ୱଳ୍ପ ମୂଲ୍ୟରେ ଉତମ ଆହାର ଯୋଗାଇଦେବାକୁ ଏପରି ଉଦ୍ୟମ ଆରମ୍ଭ ହୋଇଛି । ବିଦେଶ ଚାକରିରୀ ଛାଡ଼ି ଏପରି ଉଦ୍ୟମ କରିଛନ୍ତି ଯୁବ ଶିଳ୍ପଦ୍ୟୋଗୀ ଦେବାଶିଷ ପଟ୍ଟନାୟକ ଓ ତାଙ୍କ ସାନ ଭାଇ ଦେବଜ୍ୟୋତି ପଟ୍ଟନାୟକ ।

Leave a Reply

Your email address will not be published.