Wednesday , May 31 2023
Home / ବିଶେଷ / ରାଜ୍ୟପାଳଙ୍କ ଦିନିକିଆ ଢେଙ୍କାନାଳ ଗସ୍ତ

ରାଜ୍ୟପାଳଙ୍କ ଦିନିକିଆ ଢେଙ୍କାନାଳ ଗସ୍ତ

ଢେଙ୍କାନାଳ, ୦୯ /୧୦/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟପାଳ ପ୍ରଫେରସ ଗଣେଶୀ ଲାଲଙ୍କ ଦିନିକିଆ ଢେଙ୍କାନାଳ ଗସ୍ତ କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳ ରବିବାର ଅପରାହ୍ନରେ ଢେଙ୍କାନାଳ ସହରରେ ପହଞ୍ଚିବା ପରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବା ପରେ ସନ୍ଧ୍ୟାରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ସାଂସ୍କୃତିକ ଅନୁଷ୍ଠାନ ନଟରାଜ ସଙ୍ଗୀତ ମହାବିଦ୍ୟାଳୟର ୩୭ତମ କୁମାର ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସହରରେ କଡାସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଥିବା ବେଳେ ପ୍ରଶାସନ ଓ ପୁଲିସ ତତ୍ପର ହୋଇ ଉଠିଛନ୍ତି।

Leave a Reply

Your email address will not be published.