Saturday , June 10 2023
Breaking News
Home / ବିଶେଷ / ବାଣୀ ସାହିତ୍ୟ ସଂସଦ ତରଫରୁ ବାଜିରାଉତ ଙ୍କ ଜୟନ୍ତୀ ପାଳିତ

ବାଣୀ ସାହିତ୍ୟ ସଂସଦ ତରଫରୁ ବାଜିରାଉତ ଙ୍କ ଜୟନ୍ତୀ ପାଳିତ

ଭୁବନ ୦୮/୧୦/୨୦୨୨(ଓଡ଼ିଶା ସମାଚାର)- ଭୁବନର ସର୍ବପୁରାତନ ତଥା ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ବାଣୀ ସାହିତ୍ୟ ସଂସଦ ତରଫରୁ ନୂଆଭୁବନ ସ୍ଥିତ ରଘୁନାଥ ଭବନ ଠାରେ ସହିଦ ବୀର ବାଜିରାଉତ ଙ୍କ ୯୬ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରତିଷ୍ଠାତା ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କବି ଉଦ୍ଧବ ମହାପାତ୍ର , ଦେବ ପ୍ରସାଦ ସେଠୀ ,ପ୍ରଭୁ ପ୍ରସାଦ ସେଠୀ , କବିତା ଦେହୁରୀ , ଅନୁଷ୍ଠାନ ର ସଂପାଦିକା ବାସନ୍ତୀ କୁମାରୀ ମିଶ୍ର ପ୍ରମୁଖ ଯୋଗଦେଇ ସହିଦ ଙ୍କ ଜୀବନର ଅନେକ ଅନାଲୋଚିତ ଘଟଣାବଳୀ ସଂପର୍କରେ ଆଲୋକପାତ କରିବା ସହିତ ସ୍ମୃତିଚାରଣ କରିଥିଲେ ।

Leave a Reply

Your email address will not be published.