ଯାଜପୁର, ୦୮ /୧୦/୨୦୨୨ (ଓଡ଼ିଶା ସମାଚାର /ସୁରେଶ କର) – ଓଡିଶା ପ୍ରଶାସନିକ ସେବାରେ ସ୍ଥାନ ପାଇଲେ ବରୀର ଦୁଇ ମେଧାବୀ ଛାତ୍ର। ବରୀ ବ୍ଲକ୍ ଅଟିରା ପଂଚାୟତ ଓଉପଡା ଗ୍ରାମର ଦେବବ୍ରତ କର ଓ ରତ୍ନଗିରି ପଂଚାୟତ ପଟଣା ଗ୍ରାମର ସୁଦୀପ୍ତ ମିଶ୍ର ଚଳିତ ବର୍ଷ ପ୍ରଶାସନିକ ସେବା ପରୀକ୍ଷାରେ ଉର୍ତ୍ତିଣ ହୋଇଛନ୍ତି ।
ଦେବବ୍ରତ ଟପର ତାଲିକାର ୪ର୍ଥ ସ୍ଥାନରେ ଥିବା ବେଳେ ସୁଦୀପ୍ତ ୧୧୪ତମ ସ୍ଥାନରେ ରହି ବରୀ ର ଗୈ।ରବ ଅର୍ଜନ କରିଛନ୍ତି ।ଏହି ଦୁଇ ମେଧାବୀ ଙ୍କୁ ବରୀ ସମେତ ରାଜ୍ୟର କୋଣ ଅନୁକୋଣରୁ ଶୁଭେଛା ବାର୍ତା ଛୁଟିଆସୁଅଛି।