Saturday , December 3 2022
Breaking News
Home / ବିଶେଷ / କମାଗୁରୁ ରେ ହାତୀ ଉପଦ୍ରବ

କମାଗୁରୁ ରେ ହାତୀ ଉପଦ୍ରବ

ଟାଙ୍ଗି (ଖୋର୍ଦ୍ଧା) ୭/୧୦/୨୨(ଓଡିଶା ସମାଚାର /ଦୀପକ ପ୍ରଧାନ):ଟାଙ୍ଗୀ ବନଖଣ୍ଡ କମାଗୁରୁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଠଛଡା ଦନ୍ତାହାତୀ।ବିଦ୍ୟାଳୟ  ପରିସରରେ ପଶି ଗଛପତ୍ର ପାଚେରୀ ଭାଗିଂ କରିଛି ବ୍ୟାପକ କ୍ଷୟକ୍ଷତି।କମାଗୁରୁ ଅଂଚଳରେ ଧାନ ଫସଲ ଜମିରେ ପଶି ହାତୀ ଦଳି ଚକଡି କରିଛି ନଷ୍ଟ।ସ୍ଥାନୀୟ କମାଗୁରୁ ଅଂଚଳର ଲୋକେ ଦନ୍ତାହାତୀ ଭୟରେ ଆତଙ୍କିତ।ବନବିଭାଗ ହାତୀକୁ ଜଂଗଲ ମଧ୍ୟକୁ ଘଉଡେଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡିଛି।

Leave a Reply

Your email address will not be published.