Saturday , December 3 2022
Breaking News
Home / ତାଜା ଖବର / ଭୁସ୍ଖଳନ ଯୋଗୁ ୧୦୦ ପରିବାରଙ୍କୁ ସ୍ଥାନାନ୍ତରିତ କଲା ପ୍ରଶାସନ

ଭୁସ୍ଖଳନ ଯୋଗୁ ୧୦୦ ପରିବାରଙ୍କୁ ସ୍ଥାନାନ୍ତରିତ କଲା ପ୍ରଶାସନ

ବାଲିଗୁଡ଼ା, ୦୬/୧୦/୨୦୨୨(ଓଡ଼ିଶା ସମାଚାର)- ପାହାଡ଼ରୁ ଭୁସ୍ଖଳନ ଯୋଗୁ ୧୦୦ ପରିବାରଙ୍କୁ ନିକଟସ୍ଥ ସ୍କୁଲ ଘରକୁ ସ୍ଥାନାନ୍ତରିତ କରାଯାଇଛି । ବିଡ଼ିଓ ଏବଂ ତହସିଲଦାର ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ହାତୀମୁଣ୍ଡା ପଂଚାୟତର କୁମ୍ଭାରପଦର ଠାରେ ଭୁସ୍ଖଳନ ଯୋଗୁ ନିକଟସ୍ଥ ପାହାଂଡ଼ରୁ ମାଟି ଅତଡ଼ା ଧସିବାରୁ ୧୦୦ ଟି ପରିବାରଙ୍କୁ ନିକଟସ୍ଥ ସ୍କୁଲ ଘରକୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published.