ନିରାକାରପୁର,୦୬ /୧୦/୨୦୨୨ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଭାରତ ସରକାରଙ୍କ ଶିକ୍ଷ୍ୟା ଓ ଦକ୍ଷତା ବିକାଶ ମନ୍ତ୍ରି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଜୀଙ୍କୁ ଶ୍ରୀଯୁକ୍ତ କାଳୁ ଚରଣ ଖଣ୍ଡେଇତରାୟ ଙ୍କ ନେତୃତ୍ୱରେ ଖୋର୍ଦ୍ଧା ପାଇକ ମାଟିରେ ସ୍ବାଗତ ସମୟରେ ଖୋର୍ଦ୍ଧା ପଞ୍ଚମୁଖୀ, ମଳିପଡା ଛକ, ରମ୍ଭାବିଲୀ ଛକ ଓ ଛଣଗିରି ଛକ ଠାରେ ଭବ୍ୟ ସ୍ବାଗତ ସମୟରେ ଖୋର୍ଦ୍ଧା ନଗର ପୌରଧ୍ୟକ୍ଷ୍ୟା ବାପାର୍ଥିନୀ କୁନି ଲତାସ୍ଵାଇଁ , କାଉନସିଲର ସୁଭଲକ୍ଷ୍ମୀ ମହାରଣା, ବଡପୋଖରୀଆ ମଣ୍ଡଳ ସଭାପତି ବିପିନ ପାଲଟାସିଂହ , ଜିଲ୍ଲାପରିଷଦ ପା୍ରର୍ଥୀ ଆଶିସ ବରିସଲ, ଯୁବନେତା ଗଙ୍ଗାଧର ଚଂପତି, ନିରାକାରପୁର ମଣ୍ଡଳ ସଭାପତି ଆଲୋକ ଛୋଟରାୟ, ଟାଙ୍ଗି ମଣ୍ଡଳ ସଭାପତି ପୁର୍ଣ୍ଣ ଚନ୍ଦ୍ର କଳସ, ୩ ନମ୍ୱର ଜୋନ ସଭାପତି ସିତାରାମ ରାଉତରାୟ,କିଶୋର ବରାଳ , ନକୁଳ ହରିଚନ୍ଦନ, ଦୁନା ମହାପାତ୍ର, ଓ ବହୁସଂଖ୍ୟାରେ ବିଜେପିର ପ୍ରମୁଖ କର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ।ଓଡ଼ିଶା ସମାଚାର