Wednesday , May 31 2023
Breaking News
Home / ବିଶେଷ / କେନ୍ଦୁ ପାଟଣା ରେ ରାବଣ ପୋଡି ଉତ୍ସବ : ବିଦାୟ ନେଲେ ଜଗତ ଜନନୀ

କେନ୍ଦୁ ପାଟଣା ରେ ରାବଣ ପୋଡି ଉତ୍ସବ : ବିଦାୟ ନେଲେ ଜଗତ ଜନନୀ

ନିଶ୍ଚିନ୍ତକୋଇଲି,୦୬/୧୦/୨୦୨୨(ଓଡିଶା ସମାଚାର /ଅଭୟ ଜେନା)- କେନ୍ଦୁପାଟଣା ଠାରେ ଚିତ୍ରୋତ୍ପଳା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ  ବିଜୟାଦଶମୀ ଅବସରରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁପାଟଣା ସ୍ଥିତ ରାମ ମନ୍ଦିର ରୁ ଆଜ୍ଞା ମାଳ ଆସିବା ପରେ ରାବଣ ର ପ୍ରତିକୃତି ନିକଟରେ ଵିଧି ପୂର୍ବକ ପୂଜାର୍ଚନା କରାଯାଇଥିଲା । ଏହାପରେ ସଟ ସର୍କିଟ ମାଧ୍ୟମରେ ରାବଣ ଶରୀର ରେ ଅଗ୍ନି ସଂଯୋଗ କରାଯାଇଥିଲା । ଏହି ଉତ୍ସବ ଦେଖିବା ପାଇଁ ଶହସ୍ରାଧିକ ଲୋକଙ୍କ ର ସମାଗମ ହୋଇଥିଲା । ମା ଦୁର୍ଗା ଙ୍କର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published.