Friday , December 9 2022
Breaking News
Home / ତାଜା ଖବର / ଦାଦାର ବୋମା ମାଡ଼ରେ ପୁତୁରାର ମୃତ୍ୟୁ

ଦାଦାର ବୋମା ମାଡ଼ରେ ପୁତୁରାର ମୃତ୍ୟୁ

ଡ଼େଲାଙ୍ଗ ,୦୪/୧୦/୨୦୨୨(ଓଡ଼ିଶା ସମାଚାର)- ଦାଦାର ବୋମା ମାଡ଼ରେ ପୁତୁରାର ମୃତ୍ୟୁ ଘଟିଥିବା ସୂଚନା । ଏଭଳି ଅଭାବନୀୟ ଘଟଣା ଘଟିଛି ଡ଼େଲାଙ୍ଗ ବ୍ଲକ୍ ହରିରାଜପୁର ପଂଚାୟତ ନଈବଂଶର ଗାଁ ରେ । ପୂର୍ବ ଶତ୍ୟତାକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା । ଏହି ଘଟଣାକୁ ନେଇ ନଈବଂଶର ଗାଁ ରେ ଚାପା ଉତେଜନା ଦେଖାଦେଇଛି । ଅଭିଯୁକ୍ତ ଦାଦା ଫେରାର ହୋଇ ଯାଇଛି । ଡ଼େଲାଙ୍ଗ ଥାନା ଅଧିକାରୀ ଓ ପିପିଲି ଏସଡ଼ିପିଓ ଘଟଣାସ୍ଥଳରେ ପହଂଚିଛନ୍ତି ।

Leave a Reply

Your email address will not be published.