Saturday , December 3 2022
Breaking News
Home / ବିଶେଷ / ଉପାଧ୍ୟକ୍ଷ ଙ୍କ ଜନ୍ମ ଦିନରେ ଥିଏଟର ଅନୁଷ୍ଠାନ ଜଣାଇଲେ ଶୁଭେଛା

ଉପାଧ୍ୟକ୍ଷ ଙ୍କ ଜନ୍ମ ଦିନରେ ଥିଏଟର ଅନୁଷ୍ଠାନ ଜଣାଇଲେ ଶୁଭେଛା

ଯାଜପୁର ୦୪ /୧୦/୨୦୨୨ (ଓଡ଼ିଶା ସମାଚାର)-ଯାଜପୁର  ମୁନିସପାଲିଟ ର ଉପାଧ୍ୟକ୍ଷ ସନ୍ତୋଷ ମଲିକ ଙ୍କ ଶୁଭ ଜନ୍ମ ଦିବସରେ ପ୍ରତୀକ ଭିଜନ  ପକ୍ଷରୁ ପୁଷ୍ପଗୁଛ ଓ ଉପଢ଼øକନ ଦିଆଯାଇ ଶୁଭେଛା  ଜ୍ଞାପନ  କରାଯାଇଛି । ଏହି ଅବସରରେ ଅନୁଷ୍ଠାନର ସଦସ୍ୟ ଇଛମୟି ଧଳ ଓ ଜିତେନ୍ଦ୍ର ସାହୁ ତାଙ୍କ ବାସଭବନରେ ପହଁଚି ତାଙ୍କର ଦୀର୍ଘଜୀବନ କାମନା କରିବା ସହ ଅନୁଷ୍ଠାନ ପକ୍ଷରୁ ଶୁଭେଛା ଜଣାଇଛନ୍ତି । ଆଗାମୀ ଦିନରେ ପ୍ରତୀକ ଭିଜନ ଥିଏଟର ପକ୍ଷରୁ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ସଚେତନତା କାର୍ୟ୍ୟକ୍ରମ କରାଯିବ ବୋଲି ଇଛମୟୀ ସୂଚନା ଦେଇଛନ୍ତି  ।

Leave a Reply

Your email address will not be published.