Saturday , December 3 2022
Breaking News
Home / ବିଶେଷ / ସର୍ପାଘାତରେ ବୃଦ୍ଧ ମୃତ

ସର୍ପାଘାତରେ ବୃଦ୍ଧ ମୃତ

 ନିରାକାରପୁର, ୦ ୩  /୧୦/୨୦୨୨ (ଓଡ଼ିଶା ସମାଚାର)-ଖୋର୍ଦ୍ଧାଜିଲା  ଜଂକିଆଥାନା ସିକୋ ଫାଣ୍ଡି ଅନ୍ତର୍ଗତ ମୁକ୍ତାପୁର ଗ୍ରାମର ଅର୍ଜୁନ ଜେନା (୭୨)  ଗତ ୨ତାରିଖ ଦିନ ଅପରାହ୍ନ ପ୍ରାୟ ସାଢେ ୩ଟାବେଳେ ତାକଂ ଜଳଖିଆ ଦୋକାନରେ କିଛି ଗ୍ରାହକ ମାନକୁଂ ଜଳଖିଆ ଖାଇବାକୁ ଦେଉଥିବା ବେଳେ ତାକୁଂ ଏକ ବିଷଧରସର୍ପ ଦଂଶନ କରିଥିଲା।ଆହତ ଅବସ୍ଥାରେ ତାକୁଂ ଚିକିସା ନିମନ୍ତେ ପ୍ରଥମେ ଖୋର୍ଦ୍ଧାଜିଲା ମୂଖ୍ୟଚିକିସାଳୟରେ ଭର୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସେଠାରୁ ପ୍ରଥମେ ଭୁବନେଶ୍ବରସ୍ଥିତ ଏମଏସ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ଡାକ୍ତର ସେଠାରେ ତାକୁଂ ମୃତ ବୋଲି ଘୋଷଣା କରିଥିଲେ। ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା।ଗାଁ ଶଶ୍ମାନରେ ତାକଂର ଶେଷକୃତ୍ୟ ସଂପର୍ଣ କରାଯାଇଥିଲା।ସେ ଜଣେ ମିଳାପିଓ ଧାର୍ମିକ ବ୍ୟକ୍ତି ହୋଇଥିବାରୁ ତାକଂ ଗ୍ରାମଓ ଆଖପାଖ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published.