Saturday , December 3 2022
Breaking News
Home / ବିଶେଷ / ସୁଜନପୁର ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ସୁଜନପୁର ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ଯାଜପୁର ,୦୨ /୧୦/୨୦୨୨ (ଓଡ଼ିଶା ସମାଚାର)-  ଯାଜପୁର ଜିଲ୍ଲା ଅନ୍ତର୍ଗତ ବରି ନିର୍ବାଚନ ମଣ୍ଡଳୀ ର ସୁଜନପୁର ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଅବସରରେ ଆଜି  ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ।

ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବିଷ୍ଣୁପ୍ରିୟା ମହାକୁଡ଼ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗ୍ରାମ ସଭାରେ ପଞ୍ଚାୟତ ସମିତି ସଭ୍ୟ  , ନାଏବ ସରପଞ୍ଚ ଙ୍କ ସମେତ ଏମବିକେ ମୌସୁମୀ ମହାନ୍ତି  ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା , ପଞ୍ଚାୟତର ସମସ୍ତ ବୁଦ୍ଧିଜୀବୀ ମାନେ ଯୋଗ ଦେଇ ଆଗାମୀ କାର୍ଯ୍ୟ ପନ୍ଥା ଉପରେ ଆଲୋକପାତ କରିଥିଲେ । ବିଶେଷ କରି ପଞ୍ଚାୟତ ରେ ସ୍ଵଛତା , ମଦନିବାରଣ ଓ ଅନ୍ୟ ବିକଶିତ କାର୍ଯ୍ୟ ଉପରେ ସରପଞ୍ଚ ଗୁରୁତ୍ୱ ଦେବା ସହ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.