Saturday , December 3 2022
Breaking News
Home / ବିଶେଷ / ଶୋକ ସମାଚାର : ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ଶୋକ ସମାଚାର : ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୮/୦୯/୨୦୨୨(ଓଡ଼ିଶା ସମାଚାର)- ପୂର୍ବତନ ସାଂସଦ, ସାହିତ୍ୟିକ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ

କଟକ ଓ ବ୍ରହ୍ମପୁର ର ସାଂସଦ , ରାଜ୍ୟସଭା ସଦସ୍ୟା ,ଜାତୀୟ ମହିଳା କମିଶନ୍ ର ପ୍ରଥମ ଅଧ୍ୟକ୍ଷା ଥିଲେ । ସେ ଜଣେ ସୁ ସାହିତ୍ୟିକ ମଧ୍ୟ ଥିଲେ । ଓଡ଼ିଶା ସମାଚାର

 

Leave a Reply

Your email address will not be published.