Monday , June 5 2023
Breaking News
Home / ବିଶେଷ / ଦୁଇ ମୋବାଇଲ ଚୋର ଗିରଫ

ଦୁଇ ମୋବାଇଲ ଚୋର ଗିରଫ

ନିରାକାରପୁର,୨୮/୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଲେଣ୍ଡୋ ଛକରେ ଏକ ମୋବାଇଲ ଚୋରୀ ଘଟଣାରେ ଆଜି ଦୁଇ ଜଣ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ କି ଗତ ୨୧ ତାରିଖ ରେ ପୁରୀ ଜିଲ୍ଲା ବକୁ ପଞ୍ଚାୟତ ଗଡବରପଦା  ଗ୍ରାମର ଅଭିଜିତ ସୁନ୍ଦରାୟ ଙ୍କ ଠାରୁ ଗୋଟିଏ ମୋବାଇଲ ଲୁଟ ହୋଇଥିଲ। । ପରେ ଏହି ଘଟଣାକୁ ନେଇ ଏକ ମାମଲା ନିରାକାରପୁର ଥାନାରେ ହୋଇଥିଲା। ପୋଲିସ ତଦନ୍ତ କରି ବେଗୁନିଆ ଥାନା ଜାମୁ ସାହି ର ସୁମିତ୍ ଜେନା ଓ ରଣପୁର ଥାନା ବାଙ୍କପୁର ଗ୍ରାମର ସ୍ମୃତି ରଞ୍ଜନ ପଟ୍ଟନାୟକ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବ। ଆଇଆଇସି ଗୀତାଞ୍ଜଳି ନାୟକ ଙ୍କ ଠାରୁ ଜଣାପଡିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.