Friday , December 9 2022
Breaking News
Home / ତାଜା ଖବର / ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଂଟ ରେ ଗ୍ୟାସ ଲିକ୍ ଯୋଗୁ ୪୦ ରୁ ଅଧିକ ମହିଳା ଅସୁସ୍ଥ

ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଂଟ ରେ ଗ୍ୟାସ ଲିକ୍ ଯୋଗୁ ୪୦ ରୁ ଅଧିକ ମହିଳା ଅସୁସ୍ଥ

ବାଲେଶ୍ୱର, ୨୮/୦୯/୨୦୨୨(ଓଡ଼ିଶା ସମାଚାର)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଠାରେ ଥିବା ଏକ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଂଟ ରେ ଗ୍ୟାସ ଲିକ୍ ଯୋଗୁ ୪୦ ରୁ ଅଧିକ ମହିଳା ଅସୁସ୍ଥ ହୋଇଥିବା ଖବର ମିଳିଛି । ଅସୁସ୍ଥ ମହିଳା ମାନଙ୍କୁ ପ୍ରଥମେ ଖନ୍ତାପଡ଼ା ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ସେମାନଙ୍କୁ ବାଲେଶ୍ୱର ଜିଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.