Saturday , December 3 2022
Breaking News
Home / ବିଶେଷ / ଚନ୍ଦ୍ର ଘଣ୍ଟା ରୂପରେ ଦର୍ଶନ ଦେଲେ ମା ବନ ଦୁର୍ଗା

ଚନ୍ଦ୍ର ଘଣ୍ଟା ରୂପରେ ଦର୍ଶନ ଦେଲେ ମା ବନ ଦୁର୍ଗା

 ନିରାକାରପୁର, ୨୮/୦୯/୨୦୨୨ (ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ସ୍ଥିତ ବନ ଦୁର୍ଗା ମନ୍ଦିର ରେ   ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜାର ଦ୍ବାଦଶ ଦିବସ ଓ ନବରାତ୍ରର ତୃତୀୟ ଦିବସରେ ମା ବନଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଇଛନ୍ତି ସକାଳୁ ମାଙ୍କର ମଙ୍ଗଳ ଆଳତି,କଳଶ ପୂଜା, ପାୟସଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତି ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଆଳତି ପୁଷ୍ପାଞ୍ଜଳି, ଅଧରପଣାଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.