Saturday , December 3 2022
Breaking News
Home / ବିଶେଷ / ଡିଆ ପଞ୍ଚାୟତରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଡିଆ ପଞ୍ଚାୟତରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ନିରାକାରପୁର, ୨୭/୦୯/୨୦୨୨ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଡିଆ ଗ୍ରାମ ପଞ୍ଚାୟତରେ ଆଜି ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସରପଞ୍ଚ ପ୍ରଶାନ୍ତ ବେହେରାଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଅନ୍ୟ ମାନଙ୍କ ମଧ୍ୟରେ ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ନାଥ ଶର୍ମା,ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଜୀପ୍ ପାଇକରାୟ, ଜିଆରଏସ ସ୍ୱାଗତିକା ପାହାଡ଼ ସିଂହ, ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ଓ କିଛି ପଞ୍ଚାୟତ ବାସୀ ଯୋଗଦେଇଥିଲେ। ଏହି ଅବସରରେ କପିଳେଶ୍ୱର ଦେବଙ୍କ ପୀଠ କୁ ସାମୁହିକ ଭାବେ  ସଫେଇ କରାଯାଇଥିଲା। ଓଡିଶା ସମାଚାର

Leave a Reply

Your email address will not be published.