Wednesday , May 31 2023
Breaking News
Home / ବିଶେଷ / ମା ବନଦୁର୍ଗାଙ୍କ ଷୋଡ଼ଶ ପୂଜା

ମା ବନଦୁର୍ଗାଙ୍କ ଷୋଡ଼ଶ ପୂଜା

ଟାଙ୍ଗି, ୨୬/୦୯/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ସ୍ଥିତ ମା ବନଦୁର୍ଗାଙ୍କ ଷୋଡ଼ଶ ଦିନାତ୍ମକ ପୂଜାର ଦଶମଦିବସ ଓ ନବରାତ୍ରର ମା ବନଦୁର୍ଗାଙ୍କ ଶୈଳପୁତ୍ରୀ ବେଶରେ ସକାଳୁ ମଙ୍ଗଳ ଆଳତି, ବାଳଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତି ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ବହୁ ଶ୍ରଦ୍ଧଳୁ ଭକ୍ତମାନେ ଉପସ୍ଥିତ ରହି ଭଜନ କୀର୍ତନ, ହରିବୋଲ ହୁଳହୁଳି ଶବ୍ଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published.