Friday , December 9 2022
Breaking News
Home / କ୍ରୀଡ଼ା / ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ସମ୍ବର୍ଦ୍ଧିତ

ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ସମ୍ବର୍ଦ୍ଧିତ

ଖୋର୍ଦ୍ଧା, ୨୫/୦୯/୨୦୨୨ (ଓଡିଶା ସମାଚାର/ ଦୀପକ ପ୍ରଧାନ) : ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ହକିଇଣ୍ଡିଆର ନୂତନ ସଭାପତି ଭାବରେ ମନୋନୀତ ହୋଇଥିବାରୁ ଆଜି ତାଙ୍କ ବାସ ଭବନରେ ପହଁଚି ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କଲେ ମାନ୍ୟବର ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଏବଂ OCA ର କୋଷାଧ୍ୟକ୍ଷ ଶ୍ରୀ ବିକାଶ ପ୍ରଧାନ ଓ ଖୋର୍ଦ୍ଧା ବିକାଶ ମଞ୍ଚର ସମ୍ପାଦକ ଶ୍ରୀ ପ୍ରକାଶ କୁମାର ଦାସ ଉପସ୍ଥିତ ଥିଲେ।

Leave a Reply

Your email address will not be published.