Friday , December 9 2022
Breaking News
Home / ରାଜନୀତି / ଯୁବ ବିଜେଡି ସାଧାରଣ ସମ୍ପାଦକ ବାଣୀକଲ୍ୟାଣ ମହାନ୍ତି ବିଜେଡିରୁ ନିଲମ୍ବିତ

ଯୁବ ବିଜେଡି ସାଧାରଣ ସମ୍ପାଦକ ବାଣୀକଲ୍ୟାଣ ମହାନ୍ତି ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର,୨୪/୦୯/୨୦୨୨ (ଓଡ଼ିଶା ସମାଚାର)- ଯୁବ ବିଜେଡି ସାଧାରଣ ସମ୍ପାଦକ ବାଣୀକଲ୍ୟାଣ ମହାନ୍ତି ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାଣୀକଲ୍ୟାଣ ମହାନ୍ତି ଙ୍କୁ ନିଲମ୍ବନ କରିଛନ୍ତି । ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ନିଲମ୍ବନ ପତ୍ର ଜାରି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.