Sunday , October 1 2023
Home / ବିଶେଷ / ହୀରାକୁଦ ଜଳ ଭଣ୍ଡାରର ୭ ଟି ଗେଟ ଖୋଲା

ହୀରାକୁଦ ଜଳ ଭଣ୍ଡାରର ୭ ଟି ଗେଟ ଖୋଲା

ସମ୍ବଲପୁର ,୨୩/୦୯/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ୭ ଟି ଗେଟ ଖୋଲା ରହିଛି । ବାମ ପାଶ୍ୱର୍ର ୪ ଟି ଗେଟ ଓ ଦକ୍ଷିଣ ପାଶ୍ୱର୍ର ୩ ଟି ଗେଟ୍ , ଏହିପରି ମୋଟ୍ ୭ ଟି ଗେଟ ଦେଇ ଜଳ ଭଣ୍ଡାରରୁ ନିଷ୍କାସନ ହେଉଛି । ଜଳ ଭଣ୍ଡାରର ଜଳସ୍ତର ୬୨୯ ଫୁଟ ଉପରେ ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *