Wednesday , September 28 2022
Breaking News
Home / ତାଜା ଖବର / ସଡ଼କ ଦୁର୍ଘଟଣା ରେ ସ୍କୁଟି ଚାଳକ ର ମୃତ୍ୟୁ

ସଡ଼କ ଦୁର୍ଘଟଣା ରେ ସ୍କୁଟି ଚାଳକ ର ମୃତ୍ୟୁ

ନିଶ୍ଚିନ୍ତକୋଇଲି, ୨୩/୦୯/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- କଟକ ଚାନ୍ଦବାଲି ସଡ଼କ ର ଶୁକରପଡା ଠାରେ ସ୍କୁଟି ସହ ଟ୍ରକ ର ମୁହାଁ ମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳ ରେ ସ୍କୁଟି ଚାଳକ ର ମୃତ୍ୟୁ ଘଟିଛି । ମୃତକ ର ଘର ମାହାଙ୍ଗା ଥାନା ଆପିଲୋ ଗ୍ରାମ ର ସଞ୍ଜୟ ପଣ୍ଡା  ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲା  ।  ପରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଲୋକଙ୍କୁ ବୁଝା ସୁଝା କରିବାରୁ ରାସ୍ତା ଅବରୋଧ ହଟିଥିଲା  ।

Leave a Reply

Your email address will not be published.