Thursday , September 29 2022
Home / ତାଜା ଖବର / ସାରୁ ଖୋଳୁ ଖୋଳୁ ମହାଦେବ ଙ୍କ ଆବିର୍ଭାବ – –

ସାରୁ ଖୋଳୁ ଖୋଳୁ ମହାଦେବ ଙ୍କ ଆବିର୍ଭାବ – –

ଗଞ୍ଜେଇ ଚୋରା ଚାଲାଣ ସନ୍ଦେହରେ ଗାଡି ଯାଞ୍ଚ ବେଳେ କାର ରୁ ମିଳିଲା ୧ କ୍ବିଣ୍ଟାଲ ରୂପା ଇଟା ଓ ୧୪ ଲକ୍ଷ ଟଙ୍କା – –
କଟକ ୨୨/୦୯/୨୦୨୨(ଓଡ଼ିଶା ସମାଚାର)- ସାରୁ ଖୋଳୁ ଖୋଳୁ ମହାଦେବ ଙ୍କ ଆବିର୍ଭାବ । ଗଞ୍ଜେଇ ଚୋରା ଚାଲାଣ ସନ୍ଦେହରେ ଗାଡି ଯାଞ୍ଚ ବେଳେ କାର ରୁ ମିଳିଲା ରୂପା ଇଟା ଓ ଟଙ୍କା। ଟାଙ୍ଗି ଟୋଲ ଗେଟ ନିକଟରେ ଗାଡି ଯାଞ୍ଚ ବେଳେ ଅବକାରୀ ବିଭାଗ ହାତରେ ଧରାପଡ଼ିଛି।ଏକ କ୍ବିଣ୍ଟାଲ ଚାନ୍ଦି ରୂପା ସହ ନଗଦ ୧୪ ଲକ୍ଷ ଟଙ୍କା ଜବତ ହୋଇଛି। କାରର ଏକ ସ୍ବତନ୍ତ୍ର ଚାମ୍ବରେ ରୁପା ଇଟା, ଅଳଙ୍କାର ଓ ଟଙ୍କା ରହିଥିଲା । ଗାଡିରେ ଥିବା ଦୁଇ ଜଣଙ୍କୁ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଅଟକ ରଖିଛି । ଅଟକ ଦୁଇ ଯୁବକ ପଶ୍ଚିମବଙ୍ଗର ହୋଇଥିବା ସୂଚନା। ଓଡ଼ିଶା ସମାଚାର

Leave a Reply

Your email address will not be published.