Wednesday , May 31 2023
Breaking News
Home / ବିଶେଷ / ହୀରାକୁଦ ଜଳ ଭଣ୍ଡାରର ୨ ଟି ଗେଟ୍ ବନ୍ଦ ହେଲା, ୪ ଟି ଗେଟ୍ ଖୋଲା

ହୀରାକୁଦ ଜଳ ଭଣ୍ଡାରର ୨ ଟି ଗେଟ୍ ବନ୍ଦ ହେଲା, ୪ ଟି ଗେଟ୍ ଖୋଲା

ସମ୍ବଲପୁର, ୨୧/୦୯/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ୬ ଟି ଗେଟ୍ ଖୋଲା ଥିଲା । ଆଜି ୨ ଟି ଗେଟ୍ ବନ୍ଦ ହେଲା । ଏବେ ୪ ଟି ଗେଟ୍ ଖୋଲା ରହିଛି ।

Leave a Reply

Your email address will not be published.