ସମ୍ବଲପୁର,୨୧/୦୯/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ୬ ଟି ଗେଟ୍ ଖୋଲା ଥିଲା । ଆଜି ୨ ଟି ଗେଟ୍ ବନ୍ଦ ହୋଇଥିଲା । ୨ ଟି ଗେଟ୍ ଖୋଲା ରହିଥିଲା । ପରେ ପୁଣି ଆଉ ୨ ଟି ଗେଟ୍ ବନ୍ଦ ହେଲା । ଏବେ ୨ ଟି ଗେଟ୍ ଖୋଲା ରହିଛି । ଓଡ଼ିଶା ସମାଚାର