Saturday , December 3 2022
Breaking News
Home / ବିଶେଷ / କମେଡିଆନ ରାଜୁ ଶ୍ରୀବାସ୍ତବ ଙ୍କ ଦେହାନ୍ତ

କମେଡିଆନ ରାଜୁ ଶ୍ରୀବାସ୍ତବ ଙ୍କ ଦେହାନ୍ତ

ନୂଆଦିଲ୍ଲୀ / ଭୁବନେଶ୍ୱର, ୨୧/୦୯/୨୦୨୨ (ଓଡ଼ିଶା ସମାଚାର)-  ଆରପାରିରେ କମେଡିଆନ ରାଜୁ ଶ୍ରୀବାସ୍ତବ । ୫୮ ବର୍ଷ ବୟସରେ ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲିଗଲେ ରାଜୁ ଶ୍ରୀବାସ୍ତବ । ଦିଲ୍ଲୀ AIIMS ରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ । ଅଗଷ୍ଟ ୧୦ରୁ ଚାଲିଥିଲା ତାଙ୍କର ଚିକିତ୍ସା । ହସାଉଥିଲେ, କନ୍ଦାଇ ଚାଲିଗଲେ….

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କର ପରଲୋକ ହୋଇଛି। ଗତ ପ୍ରାୟ ୧ ମାସରୁ ଊର୍ଦ୍ଧ୍ୱକାଳ ହେଲା ସେ ଦିଲ୍ଲୀ ଏମସ୍‌ ରେ ଚିକିତ୍ସାଧୀନ ଥିଲେ। ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିଲା। ତେବେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଗତମାସରେ ଅଚାନକ ରାଜୁ ଶ୍ରୀବାସ୍ତବ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଏମସ୍‌ରେ ଭର୍ତ୍ତି କରାଯାଇଥିଲା।

Leave a Reply

Your email address will not be published.