Saturday , June 10 2023
Breaking News
Home / ବିଶେଷ / ହିରାକୁଦ ଜଳ ଭଣ୍ଡାରର ୪ ଟି ଗେଟ୍ ଖୋଲିବ

ହିରାକୁଦ ଜଳ ଭଣ୍ଡାରର ୪ ଟି ଗେଟ୍ ଖୋଲିବ

ସମ୍ବଲପୁର,୧୯/୦୯/୨୦୨୨(ଓଡ଼ିଶା ସମାଚାର)-ଆଜି ହିରାକୁଦ ଜଳ ଭଣ୍ଡାରର ପୁଣି ଗେଟ ଖୋଲାଯିବ । ଆଗକୁ ବର୍ଷା ହେବାକୁ ଅଛି । ବର୍ତମାନ ଜଳ ଭଣ୍ଡାରର ଜଳସ୍ତର ୬୨୮ ଫୁଟ ରୁ ଉଦ୍ଧ୍ୱର୍ରେ ରହିଛି । ତେଣୁ ଆଜି ସକାଳ ୧୦ ଟାରେ ହିରାକୁଦ ଜଳ ଭଣ୍ଡାରର ପୁଣି ଗେଟ ଖୋଲାଯିବ । ଆଜି ପର୍ଯ୍ୟାୟ କ୍ରମେ ୪ ଟି ଗେଟ୍ ଖୋଲିବ ବୋଲି ହିରାକୁଦ ଜଳ ଭଣ୍ଡାରର ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.