Wednesday , May 31 2023
Home / ବିଶେଷ / ଗରଦପୁର ବ୍ଲକ୍ ନୂତନ ବିଡ଼ିଓ ଙ୍କୁ ସ୍ୱାଗତ  ସମ୍ବର୍ଦ୍ଧନା

ଗରଦପୁର ବ୍ଲକ୍ ନୂତନ ବିଡ଼ିଓ ଙ୍କୁ ସ୍ୱାଗତ  ସମ୍ବର୍ଦ୍ଧନା

ଗରଦପୁର, ୧୯/୦୯/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର ନୂତନ ବିଡ଼ିଓ ଭାବେ ଧର୍ମ ରଂଜନ ପଣ୍ଡା କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଆଜି ଶ୍ରୀ ପଣ୍ଡାଙ୍କୁ ବ୍ଲକ୍ କାର୍ଯ୍ୟାଳୟରେ ଭେଟି ବ୍ଲକ୍ ର ନିର୍ବାଚିତ ଜନ ପ୍ରତିନିଧି ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ଉପାଧ୍ୟକ୍ଷା ସୌଦାମିନୀ ଆଚାର୍ଯ୍ୟ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ସମିତି ସଭ୍ୟ ବ୍ରଜ କିଶୋର ସାହୁ, ପ୍ରଭାସ ରଂଜନ ସାହୁ, ମନୋଜ କୁମାର ମଲିକ, ନର୍ଗିସ ବିବି , କାଂଚନ ମଲିକ୍, ମହେଶ୍ୱତା ସାମଲ, ସରପଂଚ ସନ୍ତୋଷ କୁମାର ମାହାଳି, ଅନୁସୟା ବେହେରା, ଗରଦପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ରମାକାନ୍ତ ବେହେରା, କିଶୋର ମହାପାତ୍ର, ମେହେରବାନ ଭାଇ ପ୍ରମୁଖ ଉପସ୍ଥିତ ରହି ବିଡ଼ିଓ ଶ୍ରୀ ପଣ୍ଡାଙ୍କୁ ପୁଷ୍ପ ଗୁଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.