Monday , June 5 2023
Breaking News
Home / ବିଶେଷ / ସ୍ୱଚ୍ଛ ଭୁବନ , ସୁସ୍ଥ ଭୁବନ ପାଇଁ ନଗରପାଳ ଙ୍କ ସଚେତନତା ରାଲି

ସ୍ୱଚ୍ଛ ଭୁବନ , ସୁସ୍ଥ ଭୁବନ ପାଇଁ ନଗରପାଳ ଙ୍କ ସଚେତନତା ରାଲି

ଭୁବନ ୧୮/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନ ସହରକୁ ସ୍ୱଚ୍ଛ , ନିର୍ମଳ ଓ ସବୁଜ ସୁନ୍ଦର କରି ଗଢି ତୋଳିବାକୁ ନଗରପାଳ ଶୁଭେନ୍ଦୁ କୁମାର ସାହୁ ପ୍ରୟାସ ଜାରି ରଖିଛନ୍ତି । ଏଥି ସକାଶେ ନଗରପାଳ ଶ୍ରୀଯୁକ୍ତ ସାହୁ ଙ୍କ ନେତୃତ୍ୱରେ ନିର୍ବାହୀ ଅଧିକାରୀ , ସମସ୍ତ ସ୍ୱଚ୍ଛ ସାଥୀ ,ସଫେଇ କର୍ମଚାରୀ ,କାଉନସିଲର ଓ ଏନଏସି କର୍ମଚାରୀ ମାନଙ୍କୁ ନେଇ ଏନଏସି ଅଫିସ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରାବାଜି କରି ସହର ପରିକ୍ରମା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.