Wednesday , May 31 2023
Breaking News
Home / ବିଶେଷ / ଭୁବନ ରେ ବିଶ୍ୱକର୍ମା ପୂଜା

ଭୁବନ ରେ ବିଶ୍ୱକର୍ମା ପୂଜା

ଭୁବନ ୧୮/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନରେ ବିପୁଳ ଉତ୍ସାହ , ଉଦ୍ଧିପନା ର ସହ ଦେବ ଶିଳ୍ପୀ ତଥା ବିଶ୍ୱ ନିର୍ମାତା ପ୍ରଭୁ ବିଶ୍ୱକର୍ମା ଙ୍କ ପୂଜା ଅନୁଷ୍ଠିତ ହେଉଛି । ବିଦ୍ୟୁତ ବିଭାଗ , ଜନସ୍ୱସ୍ଥ୍ୟ ବିଭାଗ , ଘରୋଇ ଗାଡି ଚାଳକ ସଂଘ ସମେତ ବିଭିନ୍ନ ପେଟ୍ରୋଲ ପମ୍ପ ,ଷ୍ଟୋନ କ୍ରସର , ଗ୍ୟାରେଜ ମାନଙ୍କରେ ବିଶ୍ୱକର୍ମା ବେଶ ଜମୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.