Wednesday , May 31 2023
Breaking News
Home / ବିଶେଷ / ବାଇଶି ଦେଶ ଯାଦବ ସମାଜ ପୂର୍ବତନ ଉପସଭାପତି ଙ୍କ ବିୟୋଗ

ବାଇଶି ଦେଶ ଯାଦବ ସମାଜ ପୂର୍ବତନ ଉପସଭାପତି ଙ୍କ ବିୟୋଗ

ନିରାକାରପୁର, ୧୭/୦୯/୨୦୨୨ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ଜଣେ ବ୍ୟୋଜେଷ୍ଠ ବ୍ୟକ୍ତି ତଥା ବାଇଶି ଦେଶ ଯାଦବ ସମାଜ ପୂର୍ବତନ ଉପସଭାପତି ଭିକାରୀ ବେହେରାଙ୍କ ୯୫ ବର୍ଷ ବୟସରେ ନିରାକାରପୁରରେ ପରଲୋକ ହୋଇଯାଇଛି। ସେ ଜଣେ ଜଣାଶୁଣା ସରଳ ବିଶ୍ୱାସୀ, ଧର୍ମପରାୟଣ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ବାଇଶି ଦେଶ ଯାଦବ ସମାଜ ରେ ଶୋକ ଖେଳି ଯାଇଛି। ସଭାପତି ରତ୍ନାକର ବେହେରା ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଥାନା କରିଛନ୍ତି।

Leave a Reply

Your email address will not be published.