Thursday , June 1 2023
Breaking News
Home / ଶିକ୍ଷା / ଓଡିଶାରେ ସ୍ୱାଧିନତା ସଂଗ୍ରାମ ଓ ମହାତ୍ମା ଗାନ୍ଧୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶାରେ ସ୍ୱାଧିନତା ସଂଗ୍ରାମ ଓ ମହାତ୍ମା ଗାନ୍ଧୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନ ୧୬/୦୯/୨୦୨୨ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଓଡିଶାରେ ସ୍ୱାଧିନତା ସଂଗ୍ରାମ ଓ ମହାତ୍ମା ଗାନ୍ଧୀ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମ ଦିବସରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ସଂଯେଜିକା ଡଃ ମମତା ପାତ୍ର , ପ୍ରମିଳା ଦାସ , ନମିତା ଦ୍ୱିବେଦୀ ,ନମିତା ଦାସ , ପ୍ରଣତି ବେହେରା , ନିରଂଜନ ନାୟକ , ପ୍ରଶାନ୍ତ ରାଉତରାୟ , ସୁରେନ୍ଦ୍ର ଗୁରୁ , ଅମ୍ବୁଜ ସାହୁ , ଶାନ୍ତନୁ ଦାଶ , ଲକ୍ଷ୍ମଣ ସାହୁ ଙ୍କ ସହ ୨୦୦ ଏନସିସି, ଏନଏସଏସ , ୟୁଥ ରେଡ କ୍ରସ , ରେଞ୍ଜର ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରି ମହାବିଦ୍ୟାଳୟ ପରିସରକୁ ସଫା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.