Saturday , June 10 2023
Breaking News
Home / ଶିକ୍ଷା / ବିଜେବି କଲେଜରେ ବୈଭବୀ ଦାଶଙ୍କୁ ଉଦୟନାଥ ସ୍ମାରକି ସମ୍ମାନ ପ୍ରଦ‌ାନ

ବିଜେବି କଲେଜରେ ବୈଭବୀ ଦାଶଙ୍କୁ ଉଦୟନାଥ ସ୍ମାରକି ସମ୍ମାନ ପ୍ରଦ‌ାନ

ଭୁବନେଶ୍ୱର, ୧୪ /୦୯/୨୦୨୨(ଓଡ଼ିଶା ସମାଚାର)- ଯୁକ୍ତ ୩ରେ ବିଜେବି ମହାବିଦ୍ୟାୟରେ ଆନ୍ଥ୍ରୋପଲୋଜି ବିଭାଗରେ ସର୍ବଶ୍ରେଷ୍ଟ ନମ୍ବର ରଖିଥିବା ବୈଭବୀ ଦାଶଙ୍କୁ ଉଦୟନାଥ ସ୍ମାରକି ସମ୍ମାନ ପ୍ରଦ‌ାନ କରାଯାଇଛି। ଏଥି ସହ ୪ହଜାର ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯାଇଛି। ଏହି ସମ୍ମାନ ପ୍ରଦାନ ବେଳେ କଲେଜର ଅଧ୍ୟକ୍ଷ ଡ଼ ନିରଞ୍ଜନ ମିଶ୍ର, କଲେଜର ଆନ୍ଥ୍ରୋପଲୋଜି ବିଭାଗ ମୁଖ୍ୟ ଇତିଶ୍ରୀ ପାଢ଼ୀ ଓ ସୋସୋଲଜି ବିଭାଗ ମୁଖ୍ୟ ବିଭାବରୀ ବଳ ପ୍ରମୁଖ ଉପସ୍ଥିତଥିଲେ।

Leave a Reply

Your email address will not be published.