ଭୁବନ,୧୩/୦୯/୨୦୨୨(ଓଡ଼ିଶା ସମାଚାର)- ଓଡିଶା ରାଜଭବନ ଠାରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ । ଭୁବନ ଏନଏସି ର ଉନ୍ନତି ପାଇଁ ଗ୍ରହଣ କରୁଥିବା ପଦକ୍ଷେପ ଓ ଭବିଷ୍ୟତ ପାଇଁ ମାଷ୍ଟରପ୍ଲାନ ସଂପର୍କରେ ମହାମହିମ ଙ୍କୁ ଅବଗତ କରାଇବା ପରେ ରାଜ୍ୟପାଳ, ନଗରପାଳ ଶ୍ରୀଯୁକ୍ତ ସାହୁ ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଭୁବନ ନଗରପାଳ ଙ୍କ ସହ ହିନ୍ଦୋଳ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରିୟ ରଂଜନ ମାହୁନ୍ତ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର