Wednesday , May 31 2023
Breaking News
Home / ତାଜା ଖବର / ମହାନଦୀରେ ବୁଡି ଯାଇ ଯୁବକ ନିଖୋଜ

ମହାନଦୀରେ ବୁଡି ଯାଇ ଯୁବକ ନିଖୋଜ

କଟକ,୧୨/୦୯/୨୦୨୨(ଓଡ଼ିଶା ସମାଚାର)- ଚହଟା ନିକଟ ମହାନଦୀରେ ବୁଡି ଯାଇ ଯୁବକ ନିଖୋଜ । ଅଗ୍ନିଶମ ବାହିନୀ ଦିର୍ଘ ସମୟ ଧରି ମହାନଦୀରେ ଖୋଜା ଖୋଜି କରିଥିଲେ ମଧ୍ୟ ଯୁବକଙ୍କର ପତ୍ତା ମିଳିପାରି ନାହିଁ । ନିଖୋଜ ଯୁବକ ଙ୍କ ନାମ ଧନଞ୍ଜୟ ପଣ୍ଡା ବୋଲି ଜଣାପଡ଼ିଛି । ଭଦ୍ରକ ବାସୁଦେବପୁର ଅଞ୍ଚଳର ଯୁବକ ଧନଞ୍ଜୟ କଟକ ହାଇକୋର୍ଟ ନିକଟ ଭାରତମାତା ଲେନରେ ତାଙ୍କ ମାମୁଁଘର ରହୁଥିବା ସୂଚନା  । ଓଡ଼ିଶା ସମାଚାର

Leave a Reply

Your email address will not be published.