Monday , June 5 2023
Breaking News
Home / ତାଜା ଖବର / ଚିତ୍ରୋତ୍ପଳା ନଦୀରେ ବୁଡ଼ିଯାଇ ବୃଦ୍ଧ ନିଖୋଜ

ଚିତ୍ରୋତ୍ପଳା ନଦୀରେ ବୁଡ଼ିଯାଇ ବୃଦ୍ଧ ନିଖୋଜ

ଗରଦପୁର, ୧୨/୦୯/୨୦୨୨(ଓଡ଼ିଶା ସମାଚାର)- ଚିତ୍ରୋତ୍ପଳା ନଦୀରେ ବୁଡ଼ିଯାଇ ବୃଦ୍ଧ ନିଖୋଜ । ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆ ନିକଟସ୍ଥ ଚିତ୍ରୋତ୍ପଳା ନଦୀରେ ବୁଡ଼ିଯାଇ ଶରତ ସାହୁ ନାମକ ଜଣେ ବୃଦ୍ଧ ନିଖୋଜ ଅଛନ୍ତି । ଅଗ୍ନୀଶମ ବାହିନୀ ଖୋଜା ଖୋଜି କରିଥିଲେ ମଧ୍ୟ ନିଖୋଜ ଶରତ ଙ୍କର ପତା ମିଳିପାରିନାହିଁ । ଓଡ଼ିଶା ସମାଚାର

 

Leave a Reply

Your email address will not be published.