Thursday , June 1 2023
Breaking News
Home / ବିଶେଷ / ଲଜ ରୁମରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଲଜ ରୁମରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପୁରୀ, ୧୧/୦୯/୨୦୨୨(ଓଡ଼ିଶା ସମାଚାର)- ଲଜ ରୁମରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ପୁରୀ ବଡ଼ଶଙ୍ଖ ଅଞ୍ଚଳରେ ଥିବା ଏଚ୍ ଆର ଲଜ ରୁମରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଭୁବନେଶ୍ବର ଗଙ୍ଗନଗର ଅଞ୍ଚଳର ପାୟଲ ମହାନ୍ତି ବୋଲି ଜଣାପଡ଼ିଛି । ଲଜ୍ ର ଖାତାରେ ଏହି ନାମ ରହିଛି । କୁମ୍ଭାରପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Leave a Reply

Your email address will not be published.