Wednesday , May 31 2023
Breaking News
Home / ଶିକ୍ଷା / ଅଚ୍ୟୁତପୁର ହାଇସ୍କୁଲ କିରଣୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଅଚ୍ୟୁତପୁର ହାଇସ୍କୁଲ କିରଣୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ନିରାକାରପୁର, ୧୦/୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ଦାଶରଥି ମହାପାତ୍ର ହାଇସ୍କୁଲର କିରାଣୀ ସୁବାସ ଚନ୍ଦ୍ର ଦାସଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବ୍ରଜବନ୍ଧୁ କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଜିଲ୍ଲପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥିଭାବେ ସୁରେଶ ଚନ୍ଦ୍ର ସ୍ୱାଇଁ, ସିଆରସିସି ବଳଭଦ୍ର ସେଠୀ ପ୍ରମୁଖ ଯୋଗ ଦେଇ କିରାଣୀ ଶ୍ରୀ ଦାସ ଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ନୀଳାଦ୍ରି କୁମାର ସିଂହ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ଦିଲ୍ଲୀପ କୁମାର ପଟ୍ଟନାୟକ ଧନ୍ୟବା ଅର୍ପଣ କରିଥିଲେ।

Leave a Reply

Your email address will not be published.