ଗରଦପୁର,୦୮/୦୯/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ରେ ଥିବା ବିଡ଼ିଓ ରଂଜିତ କୁମାର ମଲିକ୍ ଙ୍କର ବଦଳି ହୋଇଛି । ଶ୍ରୀ ମଲିକ୍ ଙ୍କୁ ଭାପୁର ବ୍ଲକ୍ ର ବିଡ଼ିଓ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ମଲିକ୍ କୋଭିଡ଼ ସମୟରେ ଏହି ବ୍ଲକ୍ ର ବିଡ଼ିଓ ଭାବେ ଯୋଗଦେଇ ସୁଚାରୁରୂପେ କୋଭିଡ଼ ପରିଚାଳନା କରିଥିଲେ । ଗରଦପୁର ବ୍ଲକ୍ ର ନୂତନ ବିଡ଼ିଓ ଭାବେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନ ରେ ଅଫିସର ଅନ ସ୍ପେଷାଲ ଡ଼୍ୟୁଟି ଭାବେ କାର୍ଯ୍ୟରତ ଧର୍ମ ରଂଜନ ପଣ୍ଡାଙ୍କୁ ଗରଦପୁର ବ୍ଲକ୍ ର ନୂତନ ବିଡ଼ିଓ ଭାବେ ଅବସ୍ଥାପିତ କରାଯାଇଛି । ଓଡ଼ିଶା ସମାଚାର