Monday , June 5 2023
Breaking News
Home / ବିଶେଷ / ସୁନିଆରେ ଲକ୍ଷ୍ମୀପୂଜା ମାଟି ଅନୁକୂଳ ହେଲା

ସୁନିଆରେ ଲକ୍ଷ୍ମୀପୂଜା ମାଟି ଅନୁକୂଳ ହେଲା

ଭୁବନ,୦୮/୦୯/୨୦୨୨(ଓଡ଼ିଶା ସମାଚାର)- ଭୁବନର ଅନ୍ୟତମ ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ପବିତ୍ର ବାମନ ଜନ୍ମ ସୁନିଆରେ ମାଟି ଅନୁକୂଳ ହୋଇଥିଲା । ମହାଲକ୍ଷ୍ମୀ ଯୁବକସଂଘ (ଅରାସାହି) , ଶ୍ରୀଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ (ନୂଆବଜାର) ସମେତ ଲତାବିଲ ,ଟୋଲଙ୍କ ବେରେଣୀ , ବଡହାଟ ପ୍ରଭୃତି ଅନୁଷ୍ଠାନ ତରଫରୁ ଶୋଭାଯାତ୍ରାରେ ଯାଇ ରଗଡି ନାଳକୂଳରେ ପୂଜାର୍ଚ୍ଚନା କରି ମୂର୍ତୀ ନିର୍ମାଣ ପାଇଁ ଅନୁକୂଳ ମାଟି ଅଣାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.