Wednesday , May 31 2023
Home / ବିଶେଷ / ଓଏଏସ ଅଫିସର ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ

ଓଏଏସ ଅଫିସର ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର,୦୮/୦୯/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟ ସରକାର ଆଜି ଓଏଏସ ଅଫିସର ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏ ନେଇ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କୋମନା ତହସିଲଦାର ପୂର୍ଣ୍ଣାନନ୍ଦ ପଟେଲ ଙ୍କୁ ବଦଳି କରାଯାଇ ମୁରୀବାହାଲ ବିଡ଼ିଓ ଭାବେ ଅବସ୍ଥାପିତ କରାଯାଇଛି । ଯାଜପୁର ଜିଲା ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ବନ୍ତ ବିଡ଼ିଓ ଭାବେ ବଦଳି କରାଯାଇଛି । ବନ୍ତ ବିଡ଼ିଓ ଶୁଭଦର୍ଶନ ମିଶ୍ରଙ୍କୁ ଦର୍ପଣ ତହସିଲଦାର ଭାବେ ନିଯୁକ୍ତି ମିଳିଛି । ସେହିପରି ଚିଲଇକା ତହସିଲଦାର ସୁରେଶ କୁମାର ପଣ୍ଡା ଙ୍କୁ ଖୋର୍ଦ୍ଧା ଡ଼େପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ଭବାନୀପାଟଣା ବିଡ଼ିଓ ବିନୟ କୁମାର ଭୋଇ ଙ୍କୁ ବିଡ଼ିଓ ରାମପୁର, ବିଡ଼ିଓ ରାମପୁର ଉତମ କୁମାର ବାଗ ଙ୍କୁ ବିଡ଼ିଓ କୋକସରା, ମୋହନା ତହସିଲଦାର କିୋାର ଚନ୍ଦ୍ର ଦାସ ଙ୍କୁ ବାଙ୍କି ବିଡ଼ିଓ ଭାବେ ବଦଳି କରାଯାଇଛି । ସାଲେପୁର ବିଡ଼ିଓ ରାଜୀବ ଦାସ ଙ୍କୁ ବିଡ଼ିଓ ଜୟପୁର , ଜୟପୁର ବିଡ଼ିଓ ସୁରଜ କୁମାର ପଟ୍ଟନାୟକଙ୍କୁ ଜଇପୁର ସ୍ୱତନ୍ତ୍ର ଲ୍ୟାଣ୍ଡ ଆକ୍ୟୁଜିସେନ୍ ଅଫିସର ନୂଆ ରେଳ ପ୍ରକଳ୍ପ ଭାବେ ବଦଳି କରାଯାଇଛି । ସେହିପରି ଜଇପୁର ସ୍ୱତନ୍ତ୍ର ଲ୍ୟାଣ୍ଡ ଆକ୍ୟୁଜିସେନ୍ ଅଫିସର ନୂଆ ରେଳ ପ୍ରକଳ୍ପ ଅମୂଲ୍ୟ କୁମାର ସାହୁ ଙ୍କୁ ତିର୍ତୋଲ ତହସିଲଦାର ଭାବେ , ତିର୍ତୋଲ ତହସିଲଦାର ସୁଜାତା ପାତ୍ର ଙ୍କୁ ଖୋର୍ଦ୍ଧା ଡ଼େପୁଟି କଲେକ୍ଟର ଲ୍ୟାଣ୍ଡ ଆକ୍ୟୁଜିସନ୍ , ଡ଼େପୁଟି କଲେକ୍ଟର ସୁନ୍ଦରଗଡ଼ ସୁମନ୍ କିଶୋର ଡ଼ୁଙ୍ଗ ଡ଼ୁଙ୍ଗ ଙ୍କୁ ସଇନ୍ତଳା ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସଇନ୍ତଳା ତହସିଲଦାର ସୁରେନ୍ଦ୍ର ମେହେର ଙ୍କୁ ଅତାବିରା ତହସିଲଦାର, ପଦ୍ମପୁର ତହସିଲଦାର ସଂଜନ ସେଠ ଙ୍କୁ ବରଗଡ଼ ଡ଼ିଏସଆର, କେନ୍ଦୁଝର ବିଡ଼ିଓ ନୁପୁର ଚାନ୍ଦଗୋଟିଆ ଙ୍କୁ ବିଡ଼ିଓ ବହଳଦା ଭାବେ ବଦଳି କରାଯାଇଛି । ରାଇଘର ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳ ଙ୍କୁ ଧର୍ମଶାଳା ବିଡ଼ିଓ , କାଶିପୁର ବିଡ଼ିଓ ଦେବାଶିଷ କର ଙ୍କୁ ରାଇଘର ବିଡ଼ିଓ , କାଶିନଗର ତହସିଲଦାର ଶ୍ରୀମତୀ ମନିଷା ଦାସ ଙ୍କୁ କାଶିପୁର ବିଡ଼ିଓ , ନର୍ଲା ତହସିଲଦାର ମାନସ ରଂଜନ ତ୍ରିପାଠୀ ଙ୍କୁ ମହାକାଳପଡ଼ା ତହସିଲଦାର ଭଗାବେ ଅବସ୍ଥାପିତ କରାଯାଇଛି । ସେହିପରି ମହାକାଳପଡ଼ା ତହସିଲଦାର ସୌଭାଗ୍ୟ ରଂଜନ ପଣ୍ଡା ଙ୍କୁ ବାସୁଦେବପୁର ତହସିଲଦାର , ବାସୁଦେବପୁର ତହସିଲଦାର ଅନିତା ନାୟକଙ୍କୁ ବେତନଟି ତହସିଲଦାର, କଙ୍କଡ଼ାହାଡ଼ ତହସିଲଦାର ରମେଶ କୁମାର ଜେନା ଙ୍କୁ ବଡ଼ମ୍ବା ବିଡ଼ିଓ , ବଡ଼ମ୍ବା ବିଡ଼ିଓ ଉକ୍ରଳ ରଂଜନ ଆଚାର୍ଯ୍ୟ ଙ୍କୁ ଭଦ୍ରକ ତହସିଲଦାର ଭାବେ ବଦଳି କରାଯାଇଛି । ପାଟଣାଗଡ଼ ବିଡ଼ିଓ ନିଳାମ୍ବର ସୁନା ଙ୍କୁ ନରସିଂହପୁର ବିଡ଼ିଓ , ନରସିଂହପୁର ବିଡ଼ିଓ ପ୍ରଦୀପ କୁମାର ସାହୁ ଙ୍କୁ ଚିଲିକା ତହସିଲଦାର, ଅତାବିରା ତହସିଲଦାର ସୌଭାଗ୍ୟ ବେହେରା ଙ୍କୁ ଆଠମଲିକ ବିଡ଼ିଓ , ବିଶମ କଟକ ବିଡ଼ିଓ ଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ , ମାଲକାନଗିରି ତହସିଲଦାର ରାଖାଲ ଚନ୍ଦ୍ର ପରିଡ଼ା ଙ୍କୁ ମାଲକାନଗିରି ଡ଼େପୁଟି କଲେକ୍ଟର , କାଲିମେଳା ତହସିଲଦାର ଦୂର୍ଗା ପ୍ରସାଦ ଦୋରା ଙ୍କୁ ମୋଟୁ ତହସିଲଦାର ଭାବେ ବଦଳି କରାଯାଇଛି । ମଲେକାନଗିରି ଡ଼େପୁଟି କଲେକ୍ଟର ଲଳିତ ମଣ୍ଡଳ ଙ୍କୁ ଖଇରପୁଟ ତହସିଲଦାର , ହୃଦରଂଜନ ସାହୁ ଙ୍କୁ ଖଇରପୁଟ ବିଡ଼ିଓ , ଗୁଣୁପୁର ମ୍ୟୁନିସପାଲିଟି ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାଶ ଙ୍କୁ ମାଲକାନଗିରି ଡ଼େପୁଟି କଲେକ୍ଟର , ଝରିଗାଁ ତହସିଲଦାର ହୃଶିକେଶ ଗଣ୍ଡ ଙ୍କୁ ମାଥିଲି ବିଡ଼ିଓ , ଦେବଗଡ଼ ଡ଼େପୁଟି କଲେକ୍ଟର ଯଶୋବନ୍ତ ଦେହୁରୀ ଙ୍କୁ ଆଠମଲିକ୍ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଆଠମଲିକ୍ ତହସିଲଦାର ସୋଫି ସାଇନିକା ଙ୍କୁ ପିଆର ଆଣ୍ଡ ଡ଼ିଡ଼ବ୍ଲୁ ଡ଼ିପାର୍ଟମେଂଟ ଓଏସଡ଼ି, ଡ଼ାଇରେକ୍ଟର ସ୍ପେସାଲ ପ୍ରୋଜେକ୍ଟ ,ଆର ଉଦୟଗିରି ତହସିଲଦାର ନାରାୟଣ ବେହେରାଙ୍କୁ ପାରଳାଖେମୁଣ୍ଡି ତହସିଲଦାର, ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଙ୍କୁ ଚନ୍ଦ୍ରପୁର ତହସିଲଦାର, ପାରଳାଖେମୁଣ୍ଡି ମ୍ୟୁନିସପାଲିଟି ନିର୍ବାହୀ ଅଧିକାରୀ ଜ୍ଞାନ ରଂଜନ ମାଝୀ ଙ୍କୁ ଗଜପତି ଡ଼େପୁଟି କଲେକ୍ଟର , ଡ଼େପୁଟି କଲେକ୍ଟର ବାଲେଶ୍ୱର ଶରତ କୁମାର ଗିରି ଙ୍କୁ କୃଷ୍ଣପ୍ରସାଦ ତହସିଲଦାର , କୃଷ୍ଣପ୍ରସାଦ ତହସିଲଦାର ଉଲାସ ସେଠୀ ଙ୍କୁ ଭଦ୍ରକ ଡ଼େପୁଟି କଲେକ୍ଟର ,ଝାରସୁଗୁଡ଼ା ଡ଼େପୁଟି କଲେକ୍ଟର ଶ୍ରମୀତୀ ନିବେଦିତା ପ୍ରଧାନ ଙ୍କୁ ଡ଼େପୁଟି କଲେକ୍ଟର ସୁନ୍ଦରଗଡ଼, ଧର୍ମ ରଂଜନ ପଣ୍ଡା ଓଏସଡ଼ି ସ୍ୱତନ୍ତ୍ର ରିଲିଫ କମିଶନ ଙ୍କୁ ଗରଦପୁର ବିଡ଼ିଓ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ ଙ୍କୁ ଭାପୁର ବିଡ଼ିଓ ,ଭାପୁର ବିଡ଼ିଓ ଜନ୍ମେଜୟ ସାହୁ ଙ୍କୁ ବାରଙ୍ଗ ତହସିଲଦାର, ବାରଙ୍ଗ ତହସିଲଦାର ସଂକଳ୍ପ ସ୍ୱସ୍ତିକ ସାହୁ ଙ୍କୁ କଟକ ତହସିଲଦାର ଭାବେ ବଦଳି କରାଯାଇଛି । ଜଗତସିଂହପୁର ଡ଼େପୁଟି କଲେକ୍ଟର ଜସସ୍ୱିନୀ ପୃଥଲ ଙ୍କୁ ସୁବର୍ଣ୍ଣପୁର ଡ଼େପୁଟି କଲେକ୍ଟର ,ପାଟଣାଗଡ଼ ତହସିଲଦାର ଶ୍ରୀମତୀ ପୁଷ୍ପାଂଜଳି ପଣ୍ଡାଙ୍କୁ ବଲାଙ୍ଗୀର ତହସିଲଦାର, ବାରକୋଟ ତହସିଲଦାର ରୁବି ବେହେରା ଙ୍କୁ ଦେବଗଡ଼ ଡ଼େପୁଟି କଲେକ୍ଟର ,କଲମପୁର ତହସିଲଦାର କରିସ୍ମା ବେଶ୍ରା ଙ୍କୁ ବାରକୋଟ ତହସିଲଦାର ଭାବେ ବଦଳି କରାଯାଇଛି । ସେହିପରି ପାରଳାଖେମୁଣ୍ଡି ଆସିଷ୍ଟାଂଟ କଲେକ୍ଟର ଜୁବୁଲି ଚରଣ ବେହେରା ଙ୍କୁ ପାରଳାଖେମୁଣ୍ଡି ମୁ୍ୟନିସିପାଲିଟି ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ସୋହେଲା ଅତିରିକ୍ତ ତହସିଲଦାର ଅଂଶୁମାନ ସଢ଼ଙ୍ଗିଙ୍କୁ ରାଉରକେଲା ମୁ୍ୟନିସିପାଲିଟି ଓଏସଡ଼ି , ଲଖନପୁର ଅତିରିକ୍ତ ତହସିଲଦାର ଅନୁରଂଜନ ଟେଟେ ଙ୍କୁ ରାଉରକେଲା ମୁ୍ୟନିସିପାଲିଟି ଓଏସଡ଼ି , ମାନେଶ୍ୱର ଅତିରିକ୍ତ ତହସିଲଦାର ଗୌରବ ପ୍ରଧାନ ଙ୍କୁ ରାଉରକେଲା ମୁ୍ୟନିସିପାଲିଟି ଓଏସଡ଼ି ,ଦୀପକ ଟେଟେ ଙ୍କୁ ରାଉରକେଲା ମୁ୍ୟନିସିପାଲିଟି ଓଏସଡ଼ି ,ଢ଼େଙ୍କାନାଳ ଆସିଷ୍ଟାଂଟ କଲେକ୍ଟର ସାଶ୍ୱତ ରଂଜନ ଦାଶ ଙ୍କୁ ରାଉରକେଲା ମୁ୍ୟନିସିପାଲିଟି ଓଏସଡ଼ି ଭାବେ ନିୟୋଜିତ କରାଯାଇଛି । ଉପରୋକ୍ତ ଅଧିକାରୀ ମାନଙ୍କୁ ତୁରନ୍ତ ରିଲିଭ କରି ନୂତନ ନିଯୁକ୍ତି ରେ ଯୋଗ ଦେବାକୁ କୁହାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.