Saturday , June 10 2023
Breaking News
Home / ବିଶେଷ / ସ୍ୱର୍ଗତ ତ୍ରିଲୋଚନ ମିଶ୍ର ଥିଲେ ଜଣେ ଥିଲେ ଅମାୟୀକ ବ୍ୟକ୍ତି

ସ୍ୱର୍ଗତ ତ୍ରିଲୋଚନ ମିଶ୍ର ଥିଲେ ଜଣେ ଥିଲେ ଅମାୟୀକ ବ୍ୟକ୍ତି

ନିରାକାରପୁର, ୦୭ /୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଷ୍ଟେସନ ବଜାର ସ୍ବର୍ଗତ ତ୍ରିଲୋଚନ ନିବାସରେ ତାଙ୍କ ଦଶାହ ରେ ତାଙ୍କ ସ୍ମୃତି Pûରଣ ସଭା ବରିଷ୍ଠ ନେତା ବିପିନ କୁମାର ଜୟସିଂହ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଶିକ୍ଷାବିତ୍ ବିରଞ୍ଚି ନାରାୟଣ ତ୍ରିପାଠୀ, ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ନାଥ ଶର୍ମା, ସମାଜସେବୀ ଡ ପୂର୍ଣ୍ଣ ଚନ୍ଦ୍ର ଦାଶ, ଅପର୍ତ୍ତି ଜେନା, ଈଶ୍ୱର ଚନ୍ଦ୍ର ଜେନା ଓ ଶରତ ଚନ୍ଦ୍ର ବାଲିଆରସିଂ , ସାମ୍ବାଦିକ ଶ୍ୟାମ ସୁନ୍ଦର ପଟ୍ଟନାୟକ, ଲଛମନ ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ତ୍ରିଲୋଚନ ମିଶ୍ର ଜଣେ ସରଳ, ନିଷ୍କପଟ, ଧର୍ମପରାୟଣ ବ୍ୟକ୍ତି ଥିଲେ ବୋଲି ମତବ୍ୟକ୍ତ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ କମଳ ଲୋଚନ ପ୍ରଧାନ ପରିଚାଳନା କରିଥିଲେ।

Leave a Reply

Your email address will not be published.