Wednesday , May 31 2023
Breaking News
Home / ବିଶେଷ / “ଉଇ ନବୋଦୟାନସ୍” ଅନୁଷ୍ଠାନ ପକ୍ଷରୁ “ଗୋଟିଏ ସନ୍ଧ୍ୟା ଶିକ୍ଷକଙ୍କ ସହ”

“ଉଇ ନବୋଦୟାନସ୍” ଅନୁଷ୍ଠାନ ପକ୍ଷରୁ “ଗୋଟିଏ ସନ୍ଧ୍ୟା ଶିକ୍ଷକଙ୍କ ସହ”

ଭୁବନେଶ୍ୱର ୦୭ /୦୯/୨୦୨୨(ଓଡ଼ିଶା ସମାଚାର)- ସ୍ଥାନୀୟ ମହୋବୋଧି ସୋସାଇଟି (ବୁଦ୍ଧ ମନ୍ଦିର) ପ୍ରେକ୍ଷାଳୟଠାରେ “ଉଇ ନବୋଦୟାନସ୍” ଅନୁଷ୍ଠାନ ପକ୍ଷରୁ “ଗୋଟିଏ ସନ୍ଧ୍ୟା ଶିକ୍ଷକଙ୍କ ସହ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାରା ଓଡ଼ିଶାରେ ଥିବା ୩୧ଟି ନବୋଦୟ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦାନ କରିଥିଲେ।  ଗୁରୁ ପୂଜନ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅବସର ପରେ ଗୁରୁମାନଙ୍କର ମୁହଁରେ ହସ ଫୁଟାଇବା ପାଇଁ ଏହା ଏକ ଛୋଟ ପ୍ରୟାସ। ଓଡ଼ିଶା ସମାଚାର

Leave a Reply

Your email address will not be published.