Thursday , June 1 2023
Breaking News
Home / ବିଶେଷ / “ଗୁରୁ – – “ବାସନ୍ତୀ ପଟ୍ଟନାୟକ

“ଗୁରୁ – – “ବାସନ୍ତୀ ପଟ୍ଟନାୟକ

     ଗୁରୁ ହିଁ ଅଟ‌ଇ ସର୍ବ କାର

      ଗୁରୁ ବିନା ଜୀବନ ଅନ୍ଧକାର

      ପିତା ମାତା ଧରାକୁ ଆଣ‌ଇ

      ଆଦ୍ୟ ଗୁରୁ ଋପେ ଗଣିତ ହୋଇ

      ସଂସାର ର ନିତୀ ତୁମକୁ ଶିଖାଇ

       ଜୀବନ ତତ୍ତ୍ୱ ଜୀବନେ ଢାଳ‌ଇ

        ସୁଖ ଦୁଃଖ ତ ଜୀବନ ଋପ

         ଏହାକୁ ନେଇ ଚାଲିବା ବାଟ।

        

          ଶିକ୍ଷା ଅଟ‌ଇ ଆଲୋକ ଧାର

           ଜୀବନ କୁ ଦିଏ ଜ୍ଞାନ ର ସାର

       ଶିକ୍ଷା ବିନା ଅମା ଅନ୍ଧକାର

      ଅଗ୍ରଗତି ର ସବୁରି ମୂଳ

     ଶିକ୍ଷା ଗୁରୁ ଅଟ‌ଇ ବନ୍ଦନୀୟ

     ଗଢି ତୋଳିଥାଏ ଆମରି ପଥ ।

        ଜୀବନେ ଆସନ୍ତି ହୋଇ ମାଧ୍ୟମ

    ପ୍ରେରଣା ର ଉସ୍ଛ ପାଳନ୍ତି ପଥ

     ଗୁରୁ ଅଟ‌ଇ ଅନ୍ଧାର ବାଡି

      କୀରଣ ଢାଳନ୍ତି ଦିଅନ୍ତି ନିତୀ

       ଜୀବନେ ଆଗକୁ ବଢିବା ପାଇଁ

       ଗୁରୁ ହିଁ ଅଟ‌ଇ ପାଖରେ ରହି

        ଗୁରୁ ର ଋପ ଯେ ଅଟେ ବିବିଧ

        ଆମ ଜୀବନରେ ଇଶ୍ଵର ସଦୃଶ।

-0-

ଭୁବନେଶ୍ୱର, ଓଡ଼ିଶା

Leave a Reply

Your email address will not be published.